ହସ୍ପିଟାଲରେ ୭୦% ଶଯ୍ୟା ଖାଲି: ହଜାରେ କୋଭିଡ୍‌ ସିସିସି ଶଯ୍ୟା କମିଲା

ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦିନକୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ଦୁଇଗୁଣା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୋଟ୍‌ ଆକ୍ରାନ୍ତଙ୍କର ୭୫% ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ଚିକିତ୍ସା ଅସୁବିଧା ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କମିସନର କହିଛନ୍ତି ଯେ, କୋଭିଡ୍‌ ହସ୍ପିଟାଲରେ ଏବେ ସାଧାରଣ ୱାର୍ଡରେ ୩୦% ଶଯ୍ୟାରେ … Continue reading ହସ୍ପିଟାଲରେ ୭୦% ଶଯ୍ୟା ଖାଲି: ହଜାରେ କୋଭିଡ୍‌ ସିସିସି ଶଯ୍ୟା କମିଲା